ସମ୍ବଲପୁର ରେଢାଖୋଲରେ କକାପୁତୁରାଙ୍କୁ ଦଳିଦେଲା ହାତୀ । ରେଢାଖୋଲ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲ ନିକଟରେ ଦଳିଦେଲା । କକାପୁତୁରାଙ୍କୁ ସାଇକେଲରୁ ଟାଣିଆଣି ଦଳି ମାରିଦେଲା ହାତୀ ।
କକାପୁତୁରାଙ୍କୁ ସାଇକେଲରୁ ଟାଣିଆଣି ଦଳି ମାରିଦେଲା ହାତୀ; ରେଢାଖୋଲ ରେଞ୍ଜ୍ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲ ନିକଟରେ ଦଳିଦେଲା,ଡିମିରିକୁଦା ଗାଁରୁ ସାଇକେଲରେ ଆସୁଥିଲେ କକାପୁତୁରା.