ଏୟାର ଇଣ୍ଡିଆକୁ କିଣିଲା ଟାଟା। ମିଳିଲା ମାଲିକାନା। ଏଥିପାଇଁ ୧୮ ହଜାର କୋଟିର ବିଡ୍ ଲଗାଇ ଥିଲା ଟାଟା। ଏ ନେଇ ପ୍ରେସମିଟରେ ସୂଚାନ ଦେଲେ କେନ୍ଦ୍ର ନିବେଶ ସଚିବ ତୁହିନକାନ୍ତ ପାଣ୍ଡେ।
୬୮ ବର୍ଷ ପରେ ଏହା ପୁଣି ଟାଟ ହାତକୁ ଫେରିଛି। ଡିସେମ୍ବର ଯାଏଁ ସମସ୍ତ ଅଧିଗ୍ରହଣ କାମ ସାରିବାକୁ ଲକ୍ଷ୍ୟ ରହିଛି।
ଟାଟା ସନ୍ସର ବିଡ୍ ପ୍ରସ୍ତାବ ଗୃହୀତ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳ ସୂଚନା ଦେଇଛନ୍ତି। କମ୍ପାନୀର ଜମି, ଅଫିସ ଗୃହ କେନ୍ଦ୍ର ସରକାରଙ୍କ ଅଧୀନରେ ରହିବ।
ଟାଟା ସନ୍ସ ହାତକୁ ଗଲା ଏଆର ଇଣ୍ଡିଆ, ସର୍ବାଧିକ ନିଲାମ ଡାକି ମାଲିକାନା ହାସଲ କଲା ଟାଟା ସନ୍ସ। ୧୮ ହଜାର କୋଟି ଟଙ୍କାରେ ଏଆର ଇଣ୍ଡିଆକୁ କିଣିଲା ଟାଟା ସନ୍ସ। ଡ଼ିସେମ୍ବର ଶେଷ ସୁଦ୍ଧା ସମସ୍ତ ଅଧିଗ୍ରହଣ କାର୍ଯ୍ୟ ସରିବାକୁ କରାଯାଇଛି ସମୟ ଧାର୍ଯ୍ୟ କରାଯାଇଛି।