ପାରାଦ୍ୱୀପ :ପାରାଦ୍ୱୀପ ବନ୍ଦର ର ନୂର୍ତନ ଅଧ୍ୟକ୍ଷ ଭାବେ ଆଜି ଯୋଗଦେଲେ ପୋଲାମରାଜୁ ଲଷ୍ମୀ ହାରନାଥ ସେ ପ୍ରଥମେ ପ୍ରଭୁ ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରି ଆର୍ଶୀବାଦ ନେଲାପରେ ପାରାଦ୍ୱୀପ ପ୍ରଶାସନିକ ଭଵନ ଯାଇ ତାଙ୍କର କାର୍ଯ୍ୟଭାର ଗ୍ରହଣ କରିଥିଲେ. ପ୍ରଶାସନିକଭବନ ରେ ପହଁଚିଲା ପରେ ତାଙ୍କୁ ପେରେଡରେ ଗାର୍ଡଅଫ ଅନର ଦେବାପରେ ବନ୍ଦର କର୍ମଚାରୀ ମାନଙ୍କ ତରଫରୁ ତାଙ୍କୁ ସ୍ୱାଗତ କରାଯାଇଥିଲା.ଭାରତରେ ଦ୍ୱିତୀୟ ମେଜର ପୋର୍ଟ ସର୍ବବୃହତ ବନ୍ଦର ଭାବେ ପାରାଦ୍ୱୀପ ବନ୍ଦରର ସ୍ଥାନ ଥିବାବେଳେ ଏହି ବନ୍ଦର ଆଗକୁ କିପରି ପଣ୍ୟ କରିବାରରେ ଏକ ନମ୍ବର ହେବ ତାହା ସେ ଆଲୋକପାତ କରିଥିଲେ.ସେ ପାରାଦ୍ୱୀପ ବନ୍ଦର ରେ ଅଧ୍ୟକ୍ଷ ହେଇ ଗର୍ବିତ ଓ ଆଗକୁ ଏ ବନ୍ଦର ପାଇଁ ଭଲ କାମ କରିବେ ବୋଲି ସୂଚନା ଦେଇଥିଲେ. ପାରାଦ୍ୱୀପ ରୁ ଲଷ୍ମୀକାନ୍ତ ଙ୍କ ରିପୋର୍ଟ… NNS ଓଡିଆ
Polamraju Lakshmi Harnath joined as Paradip Port Chairman