ମାଛ ଧରିବା ପାଇଁ ଭିଡ଼ ଲାଗିଛି । ଯିଏ ଯେତେ ମାଛ ଧରିପାରିଲା । ଏପରି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ । ସୂଚନା ଅନୁଯାୟୀ ଅନଗୁଳ ଜିଲ୍ଲା ରେ ପ୍ରବଳ ବର୍ଷା ପାଇଁ ଡ଼େରେଜାଙ୍ଗ ଜଳ ଭଣ୍ଡାର ର ଗେଟେ ଖୋଲାଯାଇଥିଲା, ଯାହା ଫଳ ରେ ଲିଙ୍ଗରା ନଈ ରେ ପାଣି ବଢ଼ିଥିଲା ।ପରବର୍ତୀ ସମୟରେ ଜଳ ସ୍ଥର କମି ଯାଇଥିଲା |ପାଣି ସିନା ଚାଲିଗଲା କିନ୍ତୁ ମାଛ ରହିଗଲେ । ଆଉ ସେହି ମାଛ ଧରିବା ପାଇଁ ଅନଗୁଳ ଛେଳିଆ ପଡା ବ୍ରିଜ ତଳେ ଶତାଧିକ ଲୋକ ଭିଡ଼ ଲଗାଇତଗିଲେ । ଶହ ଶହ ଲୋକ ଜାଲ ଧରି ମାଛ ମାରିବାରେ ବ୍ୟସ୍ତ…. ଦେଖନ୍ତୁ ଏହି ଭିଡ଼ିଓଟିକୁ
#ViralVideo #NNSODIA