ଅଲମ୍ପିକ୍ସ ଇତିହାସରେ ପ୍ରଥମଥର ପାଇଁ ଭାରତୀୟ ମହିଳା ହକି ଟିମ ସେମିଫାଇନାଲରେ । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ଅବସରରେ ୱିମେନ ଇନ ବ୍ଲୁ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓଡିଶା ସରକାର ହକି ଇଣ୍ଡିଆର ଉଭୟ ମହିଳା ଓ ପୁରୁଷ ଟିମର ପ୍ରାଇମ ସ୍ପୋନ୍ସର ।
#TokyoOlympics #TokyoOlympics2020 #WomenHockey #womenhockeyteam #CMO #NNSODIA