ପାକିସ୍ତାନ ଆତଙ୍କବାଦୀ ମାନଙ୍କ ପାଇଁ ଭୂସ୍ବର୍ଗ ଏହା ଆମେ ସମସ୍ତେ ଜାଣୁ।ମାତ୍ର ଏଠାରେ ରହୁଥିବା ସଂଖ୍ୟାଲଘୁ ତଥା ହିନ୍ଦୁ ଈଶାଇ ସମ୍ପ୍ରଦାୟ ଉପରେ ଅତ୍ୟାଚାର ଆଜି ମଧ୍ୟ ସମ୍ପୁର୍ଣ୍ଣ ଲୋକ ଲୋଚନକୁ ଆସିପାରୁନାହିଁ।ପାକିସ୍ତାନୀ କଟରପନ୍ଥୀ ସବୁବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଧାର୍ମିକ ସ୍ୱତନ୍ତ୍ରତା ଉପରେ ମଧ୍ୟ ଅଙ୍କୁଶ ଲଗାଇବାକୁ ପଛାଉନାହାନ୍ତି । ଏହି ସ୍ଥିତକୁନେଇ ପାକିସ୍ଥାନ ଟିଭି ଚ୍ୟାନେଲର ଭାରତୀୟ ପତ୍ରକାର ଅରବିନ୍ଦ ସହରାଣ ଏବଂ ଆରଜୁ କାଯମୀ ଙ୍କ ମଧ୍ୟରେ ହେଉଥିବା ବର୍ତ୍ତାଳାପ ର କିଛି ଅଂଶ ଦେଖନ୍ତୁ
#arjukazmi #pakistan #NNSODIA