ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଚମରଦିଗି ଗ୍ରାମରେ ଗତ କାଲି ବିଳମ୍ବିତ ରାତି ରେ ପୋଲିସ ଚଢ଼ାଉ କରି 23 ଲିଟର ବିଦେଶୀ ମଦ ଏକ ଘରୁ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ଦଶହଜାର ହେବ ଅଭିଯୁକ୍ତ ଫେରାର, ଏ ସମ୍ପର୍କରେ43/21 ପୋଲିସ ଏକ ମାମଲା ରୁଜୁ କରିଛି ରାଇବଣିଆ ପୋଲିସ୍।

© 2023 NNS Odia - Designed by TT INFOTECHS.