ପୁରୀ: ଆଜି ବିଶ୍ୱ ସାଇକେଲ୍ ଦିବସ। ପ୍ରତିବର୍ଷ ଜୁନ ମାସ ୩ ତାରିଖରେ ପାଳନ କରାଯାଏ ଏହି ଦିବସ। ସାଇକେଲ ଚଳାଇବା ଦ୍ୱାରା ସ୍ୱାସ୍ଥ୍ୟ ଠିକ ରହିବା ସହ ପରିବେଶ ପ୍ରଦୂଷଣ ହୋଇ ନଥାଏ। ଏଣୁ ପରିବେଶ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଳାଇବା ନେଇ ଲୋକଙ୍କୁ ଉତ୍ସାହିତ କରିବା ହେଉଛି ଏହି ଦିବସର ପରିକଳ୍ପନା।

NEWS| CURRENT AFFAIRS|POLITICS| INTERNATIONAL| NATIONAL|REGIONAL| VIEWS|DEBATE|OPINION POLL| LIFESTYLE| HERITAGE| TOURISM|SPORTS|MUSIC| ENTERTAINMENT|BUSINESS|ARTICLES|POETRY|LITERATURE|STORY TELLING|STANDUP| VLOGS|PHOTOGRAPHY|AUTOMOBILE|INDUSTRIES|GOSSIP|MOVIES|
© 2023 NNS Odia - Designed by TT INFOTECHS.