ଭୁବନେଶ୍ବର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରଜିତା ଷଡଙ୍ଗୀ ମହୋଦୟା ଆଜି ଜଟଣୀ ନିର୍ବାଚନ ମଣ୍ଡଳୀ ରେ ଥିବା ଟୀକା କରଣ କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ସୁବିଧା, ଅସୁବିଧା ବିଷୟରେ ପଚାରି ବୁଝିଥିଲେ Iଟୀକା କରଣ ପାଇଁ ଉପୁଜିଥିବା ବିଭିନ୍ନ ସମସ୍ଯା ଗୁଡ଼ିକର ସମାଧାନ ଯଥା ଶୀଘ୍ର କରାଯିବ ବୋଲି ସେ କହିଥିଲେ I ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ତହସିଲଦାର ତପନ କୁମାର ମହାପାତ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ ଜିତେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ I ଏହି ବିପଦପୂର୍ଣ୍ଣ ସମୟରେ ସମସ୍ତେ ମିଳିମିଶି କାର୍ଯ କରିବା ପାଇଁ ସଂସାଦ ମହୋଦୟା କହିଥିଲେ I