ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ଭୟାନକ ଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜାରୀ ହୋଇଥିବା ସଟ୍ଡ଼ାଉନ୍ ଓ ଲକ୍ଡ଼ାଉନ୍ରେ ଲୋକମାନଙ୍କର ଆର୍ଥିକ ଅବସ୍ଥା ଭୁଶୁଡ଼ି ପଡ଼ିଲାଣି । ଯାହାଫଳରେ ଏହି ମହାମାରୀ ସମୟରେ ପରିବାର ପୋଷଣ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଲାଣି । ତେବେ ଏପରି ପରିସ୍ଥିତିରେ ପୂର୍ବରୁ କେନ୍ଦ୍ର ସରକାର ଦେଶର ପ୍ରାୟ ୮୦କୋଟି ହିତାଧିକାରୀଙ୍କୁ ମେ’ ଓ ଜୁନ୍ ଦୁଇମାସ ପାଇଁ ଅତିରିକ୍ତ ଭାବେ ୫କେଜି ଚାଉଳ ବା ଗହମ ।