ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ବଡବଜାର ର ବାର୍ଷିକ ଉତ୍ସବ ଅନୁଷ୍ଠିତ I ସୁବର୍ଣ୍ଣପୁର ଜିଲ୍ଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ତଥା ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥିରୁପେ ଗୋଷ୍ଠୀ ଶିକ୍ଷା ଅଧିକାରି ଲକ୍ଷ୍ମଣ ମିଶ୍ର ସମ୍ମାନିତ ଅତିଥି ରୁପେ ବାଳିକା ଶିକ୍ଷା ସଂଯୋଜକ ମାନସ ରଞ୍ଜନ ସେଟ୍ ମୁଖ୍ୟ ବକ୍ତା ରୁପେ ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତା ଶିବ କର୍ମୀ ଯୋଗ ଦେଇଥିଲେ CRCC ବୁଦ୍ଧ ଦେବ ସା, CRCC ଦୁର୍ଯ୍ୟୋଧନମେହେର, ସାହାରା ସ୍କୁଲ ପ୍ରଧାନ ଶିକ୍ଷକ ଗତିକୃଷ୍ଣ ମିଶ୍ର l ସଭାପତି ବାବୁଲୁ ସାଗର ଓ ପ୍ରଧାନଶିକ୍ଷକ ସରସ୍ବତୀ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ ଏହି ଅବସରରରେ ବିର ମହାରାଜପୁର ବିଧାୟକ ଇଁ ରଘୁନାଥ ଜଗଦଲା ବିଶିଷ୍ଟ ଅତିଥି ରୁପେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ | ସଭା ଶେଷରେ ଅମ୍ବୁଜ ବିହାରୀ ସଥପଥି ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l