କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ବର୍ତ୍ତି ବନ୍ଧୁଗାଁ ଥାନା ଅନ୍ତର୍ଗତ କୁମ୍ଭାରୀପୁଟ ଘାଟି ରାସ୍ତାରେ ଆଜି ଏକ ସଡ଼କ ଦୁର୍ଘଟଣାରେ ପିକପ୍ ଡ଼୍ରାଇଭର ମହେଶ୍ୱର ଖୋସ୍ଲା ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଗାଡ଼ିରେ ଛତୁଆ ନେଇ ବାଣ୍ଟିବାକୁ ଥିବା ଜଣେ ଗ୍ରୁପର ମହିଳା ଏବଂ ଜଣେ ପୁରୁଷ ବ୍ୟକ୍ତି ଅନୋନ୍ତ ଖରା ସାମାନ୍ୟ ଆଘାତ ଲାଗିଥିବା ବେଳେ ଗାଡ଼ି ଡ଼୍ରାଇଭର ମହେଶ୍ୱର ଖୋସ୍ଲା ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ସମସ୍ତଙ୍କୁ ବନ୍ଧୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ତ୍ତି କରି ଚିକିତ୍ସା କରୁଥିବା ବେଳେ ଲକ୍ଷ୍ମୀପୁର ଯୁବ ଇଂଜିନିୟ ବିଧାୟକ ପବିତ୍ର ସାଉଁନ୍ତା ପହଞ୍ଚି ମୃତ୍ୟୁ ପରିବାର ଲୋକଙ୍କୁ ଶାନ୍ତ୍ବନା ଦେବା ସହ ଆହତଙ୍କୁ ଭେଟି ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ତେବେ ଛତୁଆ ବାଣ୍ଟିବା ପିକପ୍ ଗାଡ଼ି କେଉଁ ଅବସ୍ଥାରେ ଦୁର୍ଘଟଣା ଘଟି ଡ଼୍ରାଇଭର ମହେଶ୍ୱର ଖୋସ୍ଲା ମୃତ୍ୟୁ ଘଟିଛି ତାଙ୍କ ପରିବାର ଲୋକଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି।