ନିଆଁରେ ଜଳି ପାଉଁଶ ହେଲା ୨ ବଖରା. ଭୟାଭୟ ଅଗ୍ନିକାଣ୍ଡ ରେ ପୋଡି ପାଉଁଶ ଦୁଇ ବଖରା ଘର. ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ସଂଗ୍ରାମପୁର ପଞ୍ଚାୟତ ଗ୍ରାମରେ ଘଟିଛି ଏକ ଅଭାନୀୟ ଘଟଣା . ଭୟାଭୟ ଅଗ୍ନିକାଣ୍ଡରେ ରମେଶ ଭୋଇଙ୍କ 2 ବଖରା ଘର ଜଳି ଯାଇଟଯାଇଥିବାବେଳେ ଅନେକ ଆସବାପାତ୍ର ସହ ଅତି ଆବଶ୍ୟକ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି . ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ .