ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ରେ ନିରପେକ୍ଷ ଚ୍ୟାନେଲ ରେ କାମ କରୁଥିବା ସୌମ୍ୟ ରଞ୍ଜନ ନାୟକଙ୍କୁ ଗତ ୧୦ ତାରିଖ ରେ ଥାଇଲୋ ପଞ୍ଚାୟତ ଅଫିସ୍ କାର୍ଯ୍ୟଳୟରେ ପ୍ରଶାନ୍ତ ପରିଡ଼ା ତାକୁ ଆକ୍ରମଣ କରିଥିଲେ ଯାହାକୁ ନେଇ ବାଲିକୁଦା ଥାନରେ Suj ସଂଘ ର ଆଲୋଚନାରେ ବାଲିକୁଦା ଥାନ ରେ ସୌମ୍ୟ ରଂଜନ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଗୁରୁତ୍ୱ ସହ ନେଇ ମକଦ୍ଦମା ରୁଜୁ କରିଥିଲେ। ଏବଂ ପରବର୍ତ୍ତୀ ମୁହୁର୍ତ୍ତରେ ସେହି ପଞ୍ଚାୟତର ସରପଞ୍ଚ ଙ୍କ ପ୍ରତିନିଧି ହେମନ୍ତ କୁମାର ମହାନ୍ତି ଏହାକୁ ଆପସ ବୁଝାମଣା କରିବା ପାଇଁ ଉଭୟଙ୍କୁ ଡ଼କାଇଥିଲେ ଉଭୟ ପକ୍ଷ ଥାନ ରେ ବସି ଆଲୋଚନା ମାଧ୍ୟମରେ ଉଭୟ ପକ୍ଷ ଥାନ ରେ ବସି ଆଲୋଚନା ମାଧ୍ୟମରେ ଉଭୟଙ୍କ ମଧ୍ୟରେ ଆପସ ସମାଧାନ କରାଯାଇଛି। ଏବଂ ଆକ୍ରମଣ କାରୀ ପ୍ରଶାନ୍ତ ପରିଡ଼ା ନିଜର ଭୁଲ୍ ସ୍ବୀକାର କରିବା ସହିତ ଆଗାମୀ ଦିନରେ କୋୖଣସି ସାମ୍ବାଦିକଙ୍କୁ ଏଭଳି ବ୍ୟବହାର କରିବେନି ବୋଲି ମାନସିକ ସ୍ତରରେ ନିଷ୍ପତ୍ତି ନେଲେ ବୋଲି କହିଲେ ଏବଂ ଉଭୟଙ୍କ ଭିତରେ ସୁ ସମ୍ପର୍କ ରହିଲା।