ବାଲିକୁଦା ବ୍ଳକ ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତ ଅଧୀନ ବୁଦ୍ଦିସାହୀ ଵାଘଦଣ୍ଡା, ତ୍ରିନାଥ ଗାଦି ଗୋସ୍ବାମୀଙ୍କ ବାର୍ଷିକ ଚଳିତ କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଆୟୋଜିତ। ମୁଖ୍ୟଅତିଥି ମା ବନଦୁର୍ଗା(ରାଜେଶ୍ୱରୀ ମାତା) ସଂଗ୍ରାମ ପୁର ପଞ୍ଚାୟତ ସରପଞ୍ଚ, ଏବଂ ବାଘଦଣ୍ଡା (ବୁଦ୍ଧିସାହି) ତ୍ରିନାଥ କ୍ଳବ ବାଘଦଣ୍ଡା ମେମ୍ବର, ଏବଂ ଗ୍ରାମବାସୀ ବୃନ୍ଦ ସମ୍ପୂର୍ଣ୍ଣ ଉତ୍ସବକୁ ସଫଳତାର ସହ ଉତ୍ସବିତ କରିଥିଲେ।କଳସ ଯାତ୍ରା ଏବଂ ନାମଯଜ୍ଞ କାର୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ କର୍ତ୍ତା କ୍ରତ୍ତୀ, ଭୋବନୀ ବେହେରା, ଟୁନିଲତା ବେହେରା,ରାକେଶ ବେହୁରା, ଦେବାଶିଷ ଗିରି, ଅଶୋକ ବେହେରା, ଦେବଦତ୍ତ ଭାରତୀ,ସୁର୍ଯ୍ୟ କାନ୍ତ ଭାରତୀ, ଦିପକ ବେହେରା, ଚନ୍ଦନ କୁମାର ବେହେରା, କ୍ଳବ ସଭାପତି ସମ୍ପାଦକ ସାନ୍ତୁନୁ ବେହୁରା, ବାଦଲ ବେହେରା, ସିପୁନୁ ଗଦବା, ଗୋବର୍ଦ୍ଧନ ବେହେରା, ବିଷ୍ଣୁ ଚରଣ ବେହେରା, ସିଦ୍ଧେଶ୍ୱର ବେହେରା, ଓମ୍ ପ୍ରକାଶ ଭାରତୀ ଏବଂ ଦିପକ ଭାରତୀ ସହ ଉତ୍ସବକୁ ଅଭିନନ୍ଦନ ଜଣାଇଥିଲେ।ଏହି ପବିତ୍ର ଅଁଳା ନବମୀ ଉତ୍ସବ, ଯେଉଁଥିରେ ସାଧୁ ବାପାଙ୍କର ଆଶୀର୍ବାଦ ନେଇ ଦେଶ ଓ ଗ୍ରାମର ଆତ୍ମୀୟତାର ଅଭିବ୍ୟକ୍ତି ହେଲା, ଏହା ଆଧୁନିକ ସମାଜରେ ମାନବୀୟତା, ଧାର୍ମିକତା ଏବଂ ସାମୁଦାୟିକ ସମ୍ବନ୍ଧ ଶକ୍ତିର ପ୍ରତିକ ଭାବେ ପ୍ରମାଣିତ ହେଲା। ସମସ୍ତେ ଏହି ପବିତ୍ର ଅନୁଷ୍ଠାନରେ ସମିଲି, ତାଙ୍କର ସାଧାରଣ କାର୍ୟକ୍ଷେତ୍ରରେ ସର୍ବାଧିକ ସେବାକୁ ନେବାର ଏକ ନୂତନ ନୀତି ସୃଷ୍ଟି କରିଛନ୍ତି। ଏହି ଉତ୍ସବ ପ୍ରତିଷ୍ଠାର ଏକ ଶକ୍ତିଶାଳୀ ଶାରୀରିକ ଓ ଆତ୍ମିକ ଆଧାର ଅଟୁଟ ରହିବା ସହିତ, ଏହା ଗ୍ରାମରେ ସମ୍ବିଧାନ ବିକାଶ ଏବଂ ଆତ୍ମ-ପ୍ରତିଷ୍ଠା କୁ ଅଧିକ ପ୍ରଭାବୀ କରେ