NNS ଓଡିଆ
  • ତାଜା ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଦେଶ ବିଦେଶ
  • କ୍ରୀଡ଼ା
  • ବାଣିଜ୍ୟ
  • ସ୍ବାସ୍ଥ୍ୟ
  • ଅନ୍ୟାନ୍ୟ
    • ଜ୍ୟୋତିଷ
    • ଶିକ୍ଷା ଓ ନିଯୁକ୍ତି
    • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ଭିଡ଼ିଓ ଗ୍ୟାଲେରି
No Result
View All Result
  • ତାଜା ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଦେଶ ବିଦେଶ
  • କ୍ରୀଡ଼ା
  • ବାଣିଜ୍ୟ
  • ସ୍ବାସ୍ଥ୍ୟ
  • ଅନ୍ୟାନ୍ୟ
    • ଜ୍ୟୋତିଷ
    • ଶିକ୍ଷା ଓ ନିଯୁକ୍ତି
    • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ଭିଡ଼ିଓ ଗ୍ୟାଲେରି
No Result
View All Result
NNS ଓଡିଆ
No Result
View All Result
Home News

ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

nns odia by nns odia
29/10/2024
in News, ଏନ ଏନ ଏସ ଓଡ଼ିଆ, ଖବର ଏବେ ଏବେ, ଚର୍ଚ୍ଚିତ ଖବର, ଟ୍ରେଣ୍ଡିଂ ଖବର, ତାଜା ଖବର, ପ୍ରମୁଖ ଖବର, ରାଜ୍ୟ
0
0
ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
0
SHARES
0
VIEWS
Share on FacebookShare on WhatsappShare on Twitter

ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଫଳରେ ପୁଣି ଥରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ସମାଗମ ଆରମ୍ଭ ହୋଇ ଯାଇଛି। ବାତ୍ୟା “ଦାନା”ର ପ୍ରକୋପ ଯୋଗୁ ଗତ ୨୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଶିମିଳିପାଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିଥିଲେ କର୍ତ୍ତୃପକ୍ଷ । ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟରେ ପର୍ଯ୍ୟଟକଙ୍କ ଗାଡ଼ି ଯିବା ସମ୍ଭବପର ନ ଥିଲା।ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା  ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଥିଲା। ଆଜି ପାଗ ଶୁଖିଲା ହେବା ପରେ ଶିମିଳିପାଳକୁ ଖୋଲିବା ସହ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି । ପ୍ରତିଥର ପରି ଶିମିଳିପାଳକୁ ଯିବାକୁ ହେଲେ ପର୍ଯ୍ୟଟକ ବାରିପଦାର ପିଠାବଟା ଏବଂ ଯଶିପୁରର ଜାମୁଆଣି ଦେଇ ଯାଇ ପାରିବେ । ସକାଳ ୭ଟାରୁ ୯ଟା ସୁଦ୍ଧା ଶିମିଳିପାଳ ଅଭୟାରଣ୍ୟ ଭିତରେ ପ୍ରବେଶ ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିଥାଏ । ସେଠାରେ ରାତ୍ରି ରହଣି ପାଇଁ କେବଳ ଅନଲାଇନ ମାଧ୍ୟମରେ ବୁକିଂ ବ୍ୟବସ୍ଥା ରହିଅଛି।

Tags: #Currentnews#Indianews#NNSODIA#trendingnews#updatenewsodianewsodishaodishanews
Plugin Install : Subscribe Push Notification need OneSignal plugin to be installed.
nns odia

nns odia

Related Posts

ଆଜିକୁ ୨୫ ବର୍ଷ ପୁରିଲା ମହାବାତ୍ୟା
News

ଆଜିକୁ ୨୫ ବର୍ଷ ପୁରିଲା ମହାବାତ୍ୟା

29/10/2024
ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘଷିରେ ହେବ ଶବ ଦାହ
News

ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘଷିରେ ହେବ ଶବ ଦାହ

29/10/2024
ଗଳିତ ମୃତଦେହକୁ କାନ୍ଧଦେଲା ପୋଲିସ
News

ଗଳିତ ମୃତଦେହକୁ କାନ୍ଧଦେଲା ପୋଲିସ

29/10/2024
  • About
  • Advertise
  • Careers
  • Contact
Call us: +91 9437055221

© 2023 NNS Odia - Designed by TT INFOTECHS.

No Result
View All Result
  • ତାଜା ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଦେଶ ବିଦେଶ
  • କ୍ରୀଡ଼ା
  • ବାଣିଜ୍ୟ
  • ସ୍ବାସ୍ଥ୍ୟ
  • ଅନ୍ୟାନ୍ୟ
    • ଜ୍ୟୋତିଷ
    • ଶିକ୍ଷା ଓ ନିଯୁକ୍ତି
    • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ଭିଡ଼ିଓ ଗ୍ୟାଲେରି

© 2023 NNS Odia - Designed by TT INFOTECHS.

Welcome Back!

Login to your account below

Forgotten Password? Sign Up

Create New Account!

Fill the forms below to register

*By registering into our website, you agree to the Terms & Conditions and Privacy Policy.
All fields are required. Log In

Retrieve your password

Please enter your username or email address to reset your password.

Log In

Add New Playlist

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.