NNS ଓଡିଆ
  • ତାଜା ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଦେଶ ବିଦେଶ
  • କ୍ରୀଡ଼ା
  • ବାଣିଜ୍ୟ
  • ସ୍ବାସ୍ଥ୍ୟ
  • ଅନ୍ୟାନ୍ୟ
    • ଜ୍ୟୋତିଷ
    • ଶିକ୍ଷା ଓ ନିଯୁକ୍ତି
    • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ଭିଡ଼ିଓ ଗ୍ୟାଲେରି
No Result
View All Result
  • ତାଜା ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଦେଶ ବିଦେଶ
  • କ୍ରୀଡ଼ା
  • ବାଣିଜ୍ୟ
  • ସ୍ବାସ୍ଥ୍ୟ
  • ଅନ୍ୟାନ୍ୟ
    • ଜ୍ୟୋତିଷ
    • ଶିକ୍ଷା ଓ ନିଯୁକ୍ତି
    • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ଭିଡ଼ିଓ ଗ୍ୟାଲେରି
No Result
View All Result
NNS ଓଡିଆ
No Result
View All Result
Home News

ବଗପଟିଆ ଥଇଥାନ ବୁଲି ସ୍ଥିତି ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ

nns odia by nns odia
25/10/2024
in News, ଏନ ଏନ ଏସ ଓଡ଼ିଆ, ଖବର ଏବେ ଏବେ, ଚର୍ଚ୍ଚିତ ଖବର, ଟ୍ରେଣ୍ଡିଂ ଖବର, ତାଜା ଖବର, ପାଣିପାଗ, ପ୍ରମୁଖ ଖବର, ରାଜନୀତି, ରାଜ୍ୟ
0
0
ବଗପଟିଆ ଥଇଥାନ ବୁଲି ସ୍ଥିତି ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ
0
SHARES
0
VIEWS
Share on FacebookShare on WhatsappShare on Twitter

ରାଜନଗର ବ୍ଲକ ସାତଭାୟା ହାବାଳୀ ଘାଟି ଠାରେ ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ପରେ ତାହାର ପ୍ରଭାବରେ ବଗପାଟିଆ ଥଇଥାନଠାରେ ପାଣି ଜୁଆର ହୋଇ ୫୭୧ ପରିବାର ପାଣି ଘେରା ଭିତରେ ରହିଥିଲେ ଯାହାର ଖବର ପାଇ ଓଡିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି ସିଂ ଦେଓ ସମସ୍ତ ପ୍ରଶାସନୀକ ଅଧିକାରୀଙ୍କ ସହିତ ବଗ ପାଟିଆ ଥଇଥାନରେ ପହଁଛି ସ୍ଥିତି ପରିଦର୍ଶନ କରିଥିଲେ,ତାହା ସହିତ ବଗପାଟିଆ ଥଇଥାନ ଠାରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀକୁ ଯାଇ ସେଠାରେ ରହିଥିବା ଶତାଧିକ ଲୋକ ମାନଙ୍କର ସ୍ଥିତି ପରିଦର୍ଶନ କରିଛନ୍ତି,ସରକାରଙ୍କ ଦ୍ୱାରା ଲୋକ ମାନଙ୍କ ପାଇଁ କରାଯାଇଥିବା ସମସ୍ତ ବ୍ୟବସ୍ଥା ଠିକଠାକ ଅଛି ନା ନାହିଁ ତାହା ଲୋକ ମାନଙ୍କ ଠାରୁ ବୁଝିଥିଲେ,ଯଦି କୌଣସି ସରକାରୀ କର୍ମଚାରୀ ସରକାରଙ୍କ ନିର୍ଦେଶକୁ ଅମାନ୍ୟ କରି ଲୋକ ମାନଙ୍କ ସେବାରେ ଅବହେଳା କରୁଛି କିମ୍ବା ସରକାରଙ୍କ ବିରୁଦ୍ଧରେ ଅପପ୍ରଚାର କରୁଛି ତୁରନ୍ତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଥିଲେ ନିଜେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ.

Tags: #Currentnews#Indianews#NNSODIA#trendingnews#updatenewsodianewsodishaodishanews
Plugin Install : Subscribe Push Notification need OneSignal plugin to be installed.
nns odia

nns odia

Related Posts

ଆଜିକୁ ୨୫ ବର୍ଷ ପୁରିଲା ମହାବାତ୍ୟା
News

ଆଜିକୁ ୨୫ ବର୍ଷ ପୁରିଲା ମହାବାତ୍ୟା

29/10/2024
ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
News

ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

29/10/2024
ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘଷିରେ ହେବ ଶବ ଦାହ
News

ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘଷିରେ ହେବ ଶବ ଦାହ

29/10/2024
  • About
  • Advertise
  • Careers
  • Contact
Call us: +91 9437055221

© 2023 NNS Odia - Designed by TT INFOTECHS.

No Result
View All Result
  • ତାଜା ଖବର
  • ରାଜ୍ୟ
    • ପ୍ରମୁଖ ଖବର
    • ଚର୍ଚ୍ଚିତ ଖବର
    • ସହର/ମହାନଗର
    • ରାଜନୀତି
    • ଦୁର୍ଘଟଣା
    • ଅପରାଧ
    • କୃଷି ଓ କୃଷକ
    • ଐତିହ୍ୟ
    • ଗାଁ କଥା
    • ଖଟି ଖବର
  • ଦେଶ ବିଦେଶ
  • କ୍ରୀଡ଼ା
  • ବାଣିଜ୍ୟ
  • ସ୍ବାସ୍ଥ୍ୟ
  • ଅନ୍ୟାନ୍ୟ
    • ଜ୍ୟୋତିଷ
    • ଶିକ୍ଷା ଓ ନିଯୁକ୍ତି
    • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ଭିଡ଼ିଓ ଗ୍ୟାଲେରି

© 2023 NNS Odia - Designed by TT INFOTECHS.

Welcome Back!

Login to your account below

Forgotten Password? Sign Up

Create New Account!

Fill the forms below to register

*By registering into our website, you agree to the Terms & Conditions and Privacy Policy.
All fields are required. Log In

Retrieve your password

Please enter your username or email address to reset your password.

Log In

Add New Playlist

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.