ଯଶୋସୀ ନରେନ୍ଦ୍ର ମୋଦୀ ଆହ୍ୱାନ କ୍ରମେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବିଜେପି କାର୍ଯ୍ୟାଳୟ ଠାରୁ ବ୍ଳକ ଛକ ପର୍ଯ୍ୟନ୍ତେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଏହି ଶୋଭାଯାତ୍ରା ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀ ବିଜେପି ଯୁବନେତା ବା ସମାଜସେବୀ ସତ୍ୟ ସାରଥୀ ମହାନ୍ତି ନେତୃତ୍ୱରେ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା। ଏହି ଶୋଭାଯାତ୍ରା ର ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀ ର ୫୫ ପଞ୍ଚାୟତର ଜନସାଧାରଣ ଯୋଗଦେଇଥିଲେ।
Video Player
00:00
00:00