ବର୍ଷା ଦିନରେ ଅଧିକ ମଶାମାନଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳେ .., ଘର ମାନଙ୍କରେ ଦିନ ହେଉବା ରାତି ଶାନ୍ତି ରେ ଶୋଇବାକୁବି ଦିଅନ୍ତି ନାହିଁ .,., ମଶା ଧୂପ ଲଗାଇଲେ କିଛି ସମୟ ପାଇଁ ଘର ଛାଡି ଯାଆନ୍ତି ହେଲେ ମଶାଧୁପ ସରିଗଲେ ପୁଣି ଆସି କାମୁଡନ୍ତି ., ଆଉ ଏହି ମଶା କାମୁଡିବା ଦ୍ୱାରା ଅନେକ ରୋଗ ବି ହୋଇଥାଏ .,., ନିକଟରେ ଏବେ ରାଜ୍ୟରେ ଡେଙ୍ଗୁ , ମ୍ୟାଲେରିଆ , ବ୍ୟାପକ ଭାବେ ବ୍ୟାପି ବାର ଲାଗିଛି ।ଏହି ଭଳି ମାରାତ୍ମକ ରୋଗରୁ ବଞ୍ଚିବ ।ପାଇଁ ଆମେ ବାରମ୍ବାର ମେଡିକାଲ ଯାଇଥାଉ ବା ମେଡିସିନ ଖାଇଥାଉ ,.,.,
ହେଲେ ବିନା ଖର୍ଚ୍ଚରେ ଘରୁକୁ କେମିତି ଆସିବେନି ମଶା ଆସନ୍ତୁ ଜାଣିବ ।
ଏମିତି ଏକ ଘରୋଇ ଉପାୟ ଯାହା ଦ୍ୱାରା ଆପଣଙ୍କ ଘର ସୁନ୍ଦର ହେବା ସହ .., ଘରକୁ ମଶା ବି ଆସିବେନି ଏକା ସାଙ୍କରେ ଆପଣ ପାଇଁବେ ଡବଲ ଫାଇଦା
୧- ତୁଳସୀ ଗଛ – ତୁଳସୀ ଗଛକୁ ହିନ୍ଦୁ ଧର୍ମରେ ବହୁତ ପବିତ୍ର ବୋଲି ମନାଯାଏ ..ଏହାକୁ ପୂଜା ବି ମଧ୍ୟ କରାଯାଏ .., ଖାଲି ଯେ ପୁରାଣରେ ସୀମତ ତାହା ନୁହେ ଁ ବୈ÷ଞାନିକ ମାନେ ବି ଏହାକୁ ମାନିଛନ୍ତି ଯେ ତୁଳସୀ ଗଛରେ ଅନେକ ଔଷଧୀୟ ଗୁଣ ରହିଛି । ଏହା ସହ ପରିବେଶ କୁ ବି ଶୁଦ୍ଧ କରିଥାଏ ଯେଉଁଥିରେ କୀଟ , ପତଙ୍ଗ . ବ୍ୟାକ୍ଟେରିଆ , ଓ ମଶା ମାଛି ଘର ଠାରୁ ଦୂରରେ ରହିଥାଆନ୍ତି ।
୨- ଗେଣ୍ଡୁ ଫୁଲ ଗଛ – ମଶା କୁ ଘରୁ ବାହାର କରିବାରେ ଅନ୍ୟ ଏକ ଉପାୟ ହେଉଛି ଘରେ ଗେଣ୍ଡୁ ଫୁଲ ଗଛ ଲଗାଇବା .. ଗେଣ୍ଡୁ ଗଛର ଫୁଲ ଆପଣ ଘରର ଶୋଭା ବଢାଇବା ସହ ଘରେ ମଶା କୁ ବାହାର କରିବାରେ ବି ସାହାର୍ଯ କରିଥାଏା
୩- ଲେମ୍ବୁ ଗଛ – ତୁଳସୀ ଗଛ ପରି ଲେମ୍ବୁରେ ମଧ୍ୟ ଅନେକ ଓøଷଧୀୟ ଗୁଣ ରହିଛି ,. ମଶାକୁ ବାହାର କରିବା ପାଇଁ ଆମେ ଯେଉଁ ପ୍ରଡକଟ ବ୍ୟବହାର ହୋଇଥାଏ ସେଥିରେ ଏହି ଲେମ୍ବୁ ହିଁ ବ୍ୟବହାର କରାଯାଇଥାଏ . ଏହି ଗଛରୁ ଆସୁଥିବା ବାସ୍ନା ମନରେ ସତେଜତା ଭରିଦିଏ ., ଆଉ ଏହି ଗଛ ଲଗାଇଲେ ମଶା ଘରକୁ ଆସିବା ବନ୍ଦ କରିଦେବେ ।
୪- ଲିମ୍ବ ଗଛ – ଲିମ୍ବ ଗଛ ଛୋଟ ତ ନୁହେଁ ଯାହାକୁ ଆପଣ ନିଜର ବାଲକୋନିରେ ଲଗାଇପାରିବେ ହେଲେ ଲିମ୍ବ ଗଛକୁ ଆପଣ ଲେନ କିମ୍ବା ଆପଣଙ୍କ ଘର ବାଉଣ୍ଡରିରେ ଲଗାଇପାରିବେ .., ଲିମ୍ବ ଗଛରୁ ଅଧିକ ମାତ୍ରା ରେ ଅକ୍ସିଜେନ ବାହାରିଥାଏ ., ଯାହା ପବନକୁ ଆହୁରି ଶୁଦ୍ଧ କରିଥାଏ ,.. ଯେଉଁ ଥିରେ ବ୍ୟାକ୍ଟରିଆ, ଜୀବାଣୁ ଓ ମଶା ପାଖ ଆଖରେ ଦେଖାଯିବେନାହିଁ ।
୫- ଲାଭେଣ୍ଡର ଗଛ- ଲାଭେଣ୍ଡର ର ବାସ୍ନାରେ କୀଟ କି ମଶା ମାଛି ଘରକୁ ଆସିପାରନ୍ତି ନାହିଁ ।.. ଏହି ଗଛକୁ ଆପଣ ନିଜର ବାଲକୋନିରେ ଲଗାଇପାରିବା ଦ୍ୱାରା ଘରର ସୌନ୍ଦର୍ଯ୍ୟକୁ ତ ବଢାଇଥାଏ ତାସହ ଏହାର ବାସ୍ନା ମନରେ ଖୁସି ଭରିଦେଇଥାଏ ।.., ଏହାର ବାସ୍ନା ବହୁତ ଯଲଦି ଚାରିଆଡେ ଖେଳିଯାଇଥାଏ
ଆପଣ ମାନେ ମଧ୍ୟ ନିଜ ଘରେ ଏଭଳି ଗଛ ଲଗାନ୍ତୁ ଆଉ ମଶା ଠାରୁ ଦୂରେଇ ରୁହନ୍ତୁ ।