ଡ୍ରାଗନ୍ ଫ୍ରୁଟ ନାଁ ଆପଣ ନିଶ୍ଚୟ ଶୁଣିଥିବେ । ଏହା ପ୍ରାୟତଃ ମେକ୍ସିକୋ ଓ ସେଣ୍ଟ୍ରାଲ ଏସିଆରେ ଖିଆଯାଇଥାଏ । ଏହାର ସ୍ୱାଦ ତରଭୁଜ ଭଳି । ଦେଖିବାକୁ ଏହା ବହୁତ ଆକର୍ଷଣୀୟ । ଫଳରେ ବାହାର ପଟେ ସ୍ପାଇକ୍ ଭଳି ଓ ଭିତର ପଟେ ଛୋଟ ଛୋଟ କଳା ରଙ୍ଗର ମଞ୍ଜିଥାଏ ।ଡ୍ରାଗନ୍ ଫ୍ରୁଟକୁ ସୁପର ଫ୍ରୁଟ ମଧ୍ୟ କୁହାଯାଇଥାଏ ।ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ହିତକର