ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢ଼ୁଥିବା ଆତ୍ମହତ୍ୟା ପାଇଁ କୋଚିଂ ଇନଷ୍ଟିଚ୍ୟୁଟକୁ ଦାୟୀ କରୁଥିବା ସୁପ୍ରିମକୋର୍ଟ ସୋମବାର କହିଛନ୍ତି, ମୁଖ୍ୟତଃ ରାଜସ୍ଥାନର କୋଟାରେ.., ବାପା-ମାଆଙ୍କ ଉଚ୍ଚ ଆଶା ପିଲାମାନଙ୍କୁ ନିଜ ଜୀବନକୁ ଶେଷ କରିଦେବା ପାଇଁ ବାଧ୍ୟ କରୁଛି।
ଘରୋଇ କୋଚିଂ ଇନଷ୍ଟିଚ୍ୟୁଟ ଗୁଡିକର ନିୟନ୍ତ୍ରଣ ଏବଂ ସେମାନଙ୍କ ସର୍ବନିମ୍ନ ମାନ ନିର୍ଦ୍ଧାରଣ ପାଇଁ ଆଇନ ଆଣିବା ପାଇଁ ଏକ ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଇ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି, ସମସ୍ୟା ଅଭିଭାବକଙ୍କର, କୋଚିଂ ଇନଷ୍ଟିଚ୍ୟୁଟମାନଙ୍କର ନୁହେଁ