ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୭ ତାରିଖରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ବୋଇତା ବନ୍ଦନ ଉତ୍ସବରେ ଉପସ୍ଥିତ ରହିବେ।ଭାରତର ରାଷ୍ଟ୍ରପତିଙ୍କ ବ୍ଯକ୍ତିଗତ ସଚିବ ସମ୍ପଦା ମେହେଟ୍ଟା ଏକ ଚିଠିରେ ରାଷ୍ଟ୍ରପତିଙ୍କ ଗସ୍ତ ବିଷଯ଼ରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳଯ଼ର ଯୁଗ୍ମ ସଚିବ (ଆଇଆରଏସଏମଇ) ସୁଶୀଲ କୁମାର ସିଂହଙ୍କୁ ସୂଚନା ଦେଇଛନ୍ତି।
ଏହି ଚିଠିରେ କୁହାଯାଇଛି ଯେ ରାଷ୍ଟ୍ରପତି ୨୭ ନଭେମ୍ବର ୨୦୨୩ ରେ ଓଡ଼ିଶାର ପାରାଦୀପ ଠାରେ ୧୦୦୦-୧୨୩୦ ଘଣ୍ଟା ମଧ୍ଯ ରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ (ପିପିଏ) ଦ୍ୱାରା ଆଯ଼ୋଜିତ ବୋଇତା ବଦନ ସମାରୋହରେ ମୁଖ୍ଯ ଅତିଥି ଭାବରେ ଖୁସି ହେବେ।