ଏନଏନଏସ୍: ନଦୀ ପାରି ହେଉଥିବା ବେଳେ ଫସିଗଲା ହାତୀ । ବାଙ୍କୀ ନିକଟରେ ମହାନଦୀ ପାରି ହେଉଥିବା ବେଳେ ହାତୀଟି ଟାପୁରେ ଫସି ଯାଇଛି । ହାତୀପଲ ପ୍ରତିଦିନ ନଦୀ ପାର୍ ହେଉଥିବା ବେଳେ ହଠାତ୍ ନଦୀରେ ଜଳସ୍ତର ବୃଦ୍ଧି ହେବାରୁ ହାତୀଟି ଫସିଯାଇଥିବା ଜଣାପଡ଼ିଛି ।

© 2023 NNS Odia - Designed by TT INFOTECHS.