ଭୁବନେଶ୍ୱର(ଏନଏନଏସ୍): କର୍ମଚାରୀଙ୍କ ପାଇଁ ବଡ ଘୋଷଣା କଲେ ସରକାର । ଚାକିରିରେ ଥିବା ବେଳେ ମୃତ୍ୟୁ ହେଲେ ସରକାର ଦେବେ ୧୦ଲକ୍ଷ ଟଙ୍କା ସହାୟତା । ଯଦି ସମ୍ପୃକ୍ତ କର୍ମଚାରୀ ଅକ୍ଷମ ହୋଇଯାନ୍ତି ତେବେ ୫ଲକ୍ଷ ଓ ଆଶିଂକ ଅକ୍ଷମତା ହେଲେ ୨ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ । ଏହି ସାହାଯ୍ୟ ଦ୍ୱାରା ସରକାରୀ କର୍ମଚାରୀମାନେ ଉପକୃତ ହେବେ ।