ଭୁବନେଶ୍ୱର(ଏନଏନଏସ୍): ପ୍ରମିଳା ମଲ୍ଲିକଙ୍କୁ ୨ ଟି ବିଭାଗର ଦାୟିତ୍ୱ । ୨ଟି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସୂଚନାଯୋଗ୍ୟ ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏବଂ ଶ୍ରମ ବିଭାଗ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏନେଇ ଏହି ୨ଟି ବିଭାଗର ଦ୍ୱାୟିତ୍ୱ ତୁଲାଇବେ ପ୍ରମିଳା ମଲ୍ଲିକ ।