ଆନନ୍ଦପୁର ,୧୦.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଆନନ୍ଦପୁର ଫକିରପୁରରେ ଗାଁ ରେ ଗ୍ୟାସ୍ରୁ ନିଁଆ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି । ମହିଳା ଜଣକ ଘରେ ରୋଷେଇ କରୁଥିବାବେଳେ ତାଙ୍କ ଦେହରେ ଲାଗିଯାଇଥିଲା ନିଆଁ । ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

© 2023 NNS Odia - Designed by TT INFOTECHS.