ଭୁବନେଶ୍ୱର,୦୮.୦୪.୨୦୨୩ (ଏନଏନଏସ ଓଡ଼ିଆ) : +୨ ମୂଲ୍ୟାୟନରେ ସାମିଲ ହେବେ ୬୬୨ ବର୍ଗ ଅଧ୍ୟାପକ । ମୂଲ୍ୟାୟନରେ ସାମିଲ ହେବା ପାଇଁ ସଂଘ ସଭାପତିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଜାପାନ୍ ଗସ୍ତରେ ଥିବାରୁ ଆଲୋଚନା ଘୁଞ୍ଚିଲା । ମୂଲ୍ୟାୟନ ସମୟରେ ଧାରଣା ଜାରି ରହିବ କହିଲେ ସଂଘ ସଭାପତି । ସମାନ କାମକୁ ସମାନ ଦରମା ନେଇ ଧାରଣା ଦେଉଛି ସଂଘ । ଭୁବନେଶ୍ୱର ଲୋୟର ପିଲଏମ୍ଜିରେ ୫୫ଦିନ ହେଲା ଧାରଣା ଦେଉଛନ୍ତି ।