ଭୁବନେଶ୍ୱର,(ଏନଏନଏସ ଓଡ଼ିଆ/ ୩୧.୦୩): ଭୁବନେଶ୍ୱର ଏମ୍ସରେ ସିବିଆଇ ଟିମର ଚଢାଉ । ୮ଜଣିଆ ସଦସ୍ୟଙ୍କୁ ନେଇ ୨ଟି ଟିମ୍ କରାଯାଇ ଚଢାଉ ହେଉଛି । ଫାର୍ମାସିଷ୍ଟ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ହୋଇଛି । ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ନେଇ ସୂଚନା ମିଳିଛି ।

© 2023 NNS Odia - Designed by TT INFOTECHS.