ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆଜି ହେବ ଅଭିଯୁକ୍ତ ବିବନ ବିଶ୍ୱାଳର ଟିଆଇ ପରେଡ୍। ଝାରପଡ଼ା ଜେଲ୍ ପରିସରରେ ଟିଆଇ ପରେଡ୍ ଲାଗି ସିବିଆଇର ସ୍ପେଶାଲ ଜଜ୍ ଅନୁମତି ଦେଇଛନ୍ତି। ସେପଟେ ବିବନକୁ ୪ ଓ ୫ ତାରିଖ ଦୁଇ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ସିବିଆଇ ସ୍ୱତନ୍ତ୍ର କୋର୍ଟ। ୫ ଦିନ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିଲା । ତେବେ ୫ ଦିନ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିଲା । ତେବେ ୫ ଦିନ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିଲା । ତେବେ ୫ ଦିନ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିଲା । ତେବେ ଟିଆଇ ପରେଡ ପାଇଁ ସିବିଆଇର ଆବେଦନ ପରେ ପ୍ରତିକ୍ରିୟା ରଖିଥିଲେ ଅଞ୍ଜନା ମିଶ୍ର । ସେ କହିଥିଲେ, ବିବନକୁ କିଏ ଫେରାର କଲା ତାହା ସାମ୍ନାକୁ ଆସୁ । ୨୨ ବର୍ଷ ପରେ ଟିଆଇ ପରେଡରେ ବିବନକୁ ଚିହ୍ନିବା କଷ୍ଟକର ହେବ ବୋଲି ଅଞ୍ଜନା କହିଥିଲେ । ସେ କହିଥିଲେ, ବିବନକୁ କିଏ ଫେରାର କଲା ତାହା ସାମ୍ନାକୁ ଆସୁ । ୨୨ ବର୍ଷ ପରେ ସେ କହିଥିଲେ, ବିବନକୁ କିଏ ଫେରାର କଲା ତାହା ସାମ୍ନାକୁ ଆସୁ । ୨୨ ବର୍ଷ ପରେ ଟିଆଇ ପରେଡରେ ବିବନକୁ ଚିହ୍ନିବା କଷ୍ଟକର ହେବ ବୋଲି ଅଞ୍ଜନା କହିଥିଲେ । ପରେଡ ପାଇଁ ସିବିଆଇର ଆବେଦନ ପରେ ପ୍ରତିକ୍ରିୟା ରଖିଥିଲେ ଅଞ୍ଜନା ମିଶ୍ର । ପରେଡରେ ବିବନକୁ ଚିହ୍ନିବା କଷ୍ଟକର ହେବ ବୋଲି ଅଞ୍ଜନା କହିଥିଲେ । ପରେଡ ପାଇଁ ସିବିଆଇର ଆବେଦନ ପରେ ପ୍ରତିକ୍ରିୟା ରଖିଥିଲେ ଅଞ୍ଜନା ମିଶ୍ର । ସୂଚନାନୁସାରେ, ୧୯୯୯ ମସିହା ଜାନୁଆରୀ ୯ ତାରିଖ ରାତିରେ କଟକ-ବାରଙ୍ଗ ଥାନା ଅଞ୍ଚଳର ଘଟିଥିଲା ଏହି ଜଘନ୍ୟକାଣ୍ଡ । ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଶିକାର ହୋଇଥିବାବେଳେ ଏଥିରେ ସଂପୃକ୍ତ ଥିଲେ ତିନି ଅଭିଯୁକ୍ତ ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି । ଘଟଣାର ୧୭ ଦିନ ପରେ ଗିରଫ ହୋଇଥିଲେ ପ୍ରଦୀପ ଓ ଧିରେନ୍ଦ୍ର । ହେଲେ ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ହୋଇଯାଇଥିଲା ।