ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୬.୦୨): ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମହାନ୍ତିଙ୍କ ପରଲୋକ ହୋଇଛି । ୭୩ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଧରିତ୍ରୀ ଓ ସମୟ ଆଦି ସମ୍ବାଦପତ୍ରରେ କାର୍ଯ୍ୟ କରିଥିଲେ ଅଜିତ ମହାନ୍ତି । ଦେହ ଅସୁସ୍ଥ ଥିବାରୁ ତାଙ୍କର ମେଡିକାଲରେ ଚିକିତ୍ସା ଚାଲିଥିଲା। ଆଜି ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।