ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୫.୦୨):ହାଇଦ୍ରାବାଦ ସ୍ଥାନାନ୍ତର ହେବେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ। ଅଧିକ ଚିକିତ୍ସା ଲାଗି ହାଇଦ୍ରାବାଦ ଯିବେ ଅଭିନେତା। ଯକୃତ ପ୍ରତିରୋପଣ ଲାଗି ଦିଲ୍ଲୀରେ ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ। ଏନେଇ ଆଜି ପିଣ୍ଟୁ ନନ୍ଦଙ୍କ ବନ୍ଧୁ ସରୋଜ ମଲ୍ଲିକଙ୍କ ପକ୍ଷରୁ ସୂଚନା ମିଳିଛି। ଲିଭର ସିରୋସିସ୍ ରୋଗରେ ପୀଡିତ ଅଛନ୍ତି ଅଭିନେତା ପିଣ୍ଟୁ ନନ୍ଦ