କଟକ,(ଏନଏନଏସ ଓଡ଼ିଆ /୦୭ .୦୨): ଅର୍ଚ୍ଚନା ହନି ଟ୍ରାପ ମାମଲା ରେ ମଙ୍ଗଳବାର ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ଖଗେଶ୍ୱରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଜଜ୍ କୋର୍ଟ । ଜାମିନ ପାଇଁ ଆବେଦନ କରିଥିଲେ ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ଓ ପତି ଜଗବନ୍ଧୁ ଚାନ୍ଦ ।

© 2023 NNS Odia - Designed by TT INFOTECHS.