<h2><em><strong>ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ଗ୍ରାମର ପ୍ରାଣକୃଷ୍ଣ ସାହୁ ଗତକାଲି ସନ୍ଧ୍ୟା ସମୟରେ ନିଜ ଘର ନାଉଗାଁ କୁ ସାଇକେଲ ଯୋଗେ ଫେରୁଥିବା ସମୟରେ ନାଉଗାଁ ଗୋବରୀ ନଦୀ ପୋଲ ନିକଟରେ ସାଇକେଲ ର ଭାରଶ୍ୟାମ ଘଟାଇ ପୋଲ ତଳକୁ ଖସି ପଡ଼ିଥିଲେ l ସେ ପଡିଯିବାର ଦେଖି ସେଠାରେ ଥିବା ସ୍ଥାନୀୟ ଯୁବକ ମାନେ ତାଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ କୁ ଖବର ଦେଇଥିଲେ l ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଂଚି ତାଙ୍କୁ ଉଦ୍ଧାର କରି ପ୍ରଥମେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲା ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଗତସିଂହପୁର ସଦର ମେଡିକାଲ କୁ ସ୍ଥାନା ତରିତ କରାଯାଇଥିଲା l ସେଠୁ ତାଙ୍କ ର ସ୍ୱାସ୍ତ୍ୟ ଅବସ୍ଥା ସଙ୍କଟlପୂର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ମେଡିକାଲ କୁ ରେଫର କରାଯାଇଥିଲା କିନ୍ତୁ ସେଠାରେ ତାଙ୍କ ର ମୃତ୍ୟୁ ଘଟିଥିଲା l </strong></em></h2> https://youtu.be/I3CR1jjLhfE