ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜ ସୁନ୍ଦରତା ଏବଂ ଫ୍ୟାଶନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତାଙ୍କର ସବୁ ଅନ୍ଦାଜ ତାଙ୍କ ଫ୍ୟାନ୍ସମାନଙ୍କୁ ପସନ୍ଦ ଆସେ । ସେ ବିମାନ ବନ୍ଦରର ଲୁକ୍ ହେଉ ଅବା ପାର୍ଟି ଲୁକ୍। ତାଙ୍କ ସବୁ ଆଉଟଫିଟ୍ ଏବଂ ଲୁକ୍ ପ୍ରଶଂସକଙ୍କୁ ପାଗଳ କରେ। ତେବେ ନିକଟରେ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥି ପାଇଁ ସେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ।