<h3>ଆଜି ତୃତୀୟ ପାଳିରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି ।ତେବେ ଏନେଇ ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍କୁ ନେଇ ଚର୍ଚ୍ଚା ଜାରି ରହିଥିଲା । ଏହି ତାଲିକାରେ ରାଜନାଥ ସିଂ, ନୀତିନ ଗଡକରୀ, ଅମିତ ଶାହା, ନିର୍ମଳା ସୀତାରମଣଙ୍କୁ ପୁଣି ସୁଯୋଗ ମିଳିଥିବା କୁହାଯାଉଛି । ଖାଲି ସେତିକି ନୁହେଁ ଏହାଛଡ଼ା ଅଶ୍ୱିନୀ ବୈଷ୍ଣବ, ପୀୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ମଧ୍ୟ ସାମିଲ ହୋଇଛନ୍ତି । ତେବେ ଜାଣନ୍ତୁ ମୋଦୀ କ୍ୟାବିନେଟ୍ ରେ କେଉଁ ରାଜ୍ୟରୁ କିଏ ସମ୍ଭାବ୍ୟ ମନ୍ତ୍ରୀ ହେବାନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।</h3> <h3>ରାଜନାଥ ସିଂ-ଉତ୍ତରପ୍ରଦେଶ ନୀତିନ ଗଡ଼କରୀ-ମହାରାଷ୍ଟ୍ର ଅମିତ ଶାହା-ଗୁଜରାଟ ନିର୍ମଳା ସୀତାରମଣ-ତାମିଲନାଡ଼ୁ ପୀୟୁଷ ଗୋଏଲ-ମହାରାଷ୍ଟ୍ର ମନସୁଖ ମାଣ୍ଡବିୟ-ଗୁଜରାଟ ଅର୍ଜୁନ ମେଘଓ୍ବାଲ-ରାଜସ୍ଥାନ ଶିବରାଜ ସିଂ-ମଧ୍ୟପ୍ରଦେଶ ଅନ୍ନାମଲାଇ-ତାମିଲନାଡ଼ୁ ସୁରେଶ ଗୋପି-କେରଳ ମନୋହର ଖଟ୍ଟର-ହରିଆଣା ସର୍ବାନନ୍ଦ ସୋନୋଓ୍ବାଲ-ପୂର୍ବୋତ୍ତର କିରନ ରିଜିଜୁ-ପୂର୍ବୋତ୍ତର ରାଓ ଇନ୍ଦ୍ରଜିତ-ହରିଆଣା ଜିତେନ୍ଦ୍ର ସିଂ-ଜମ୍ମୁ କଶ୍ମୀର କମଲଜୀତ ସହରାଓ୍ବତ-ଦିଲ୍ଲୀ ରକ୍ଷା ଖଡସେ-ମହାରାଷ୍ଟ୍ର ଜି କିଶନ ରେଡ୍ଡୀ-ତେଲଙ୍ଗାନା ହରଦୀପ ପୁରୀ-ପଞ୍ଜାବ ନିତ୍ୟାନନ୍ଦ ରାୟ-ବିହାର ବନ୍ଦି ସଞ୍ଜୟ କୁମାର-ତେଲଙ୍ଗାନା ପଙ୍କଜ ଚୌଧୁରୀ-ଉତ୍ତରପ୍ରଦେଶ ବିଏଲ୍ ବର୍ମା-ଉତ୍ତରପ୍ରଦେଶ ଅନ୍ନପୂର୍ଣ୍ଣା ଦେବୀ-ଝାରଖଣ୍ଡ ରବନୀତ ସିଂ ବିଟ୍ଟୁ-ପଞ୍ଜାବ ଶୋଭା କରନ୍ଦଜାଲେ-କର୍ନାଟକ ହର୍ଷ ମଲହୋତ୍ରା-ଦିଲ୍ଲୀ ଜିତିନ ପ୍ରସାଦ-ୟୁପି ଭାଗିରଥ ଚୌଧୁରୀ-ରାଜସ୍ଥାନ ସିଆର୍ ପାଟିଲ-ଗୁଜରାଟ ଅଜୟ ଟମ୍ଟା-ଉତ୍ତରାଖଣ୍ଡ ଗଜେନ୍ଦ୍ର ସିଂ ଶେଖାଓ୍ବତ-ରାଜସ୍ଥାନ ଜ୍ୟୋତିରାଦିତ୍ୟ ସିନ୍ଧିଆ-ମଧ୍ୟପ୍ରଦେଶ ସେହିଭଳି ମନ୍ତ୍ରୀ ମଣ୍ଡଳ ରେସରେ ଓଡିଶାରୁ ରହିଛନ୍ତି ତିନି ନେତା</h3> <h3>ଧର୍ମେନ୍ଦ୍ର ପ୍ରଧାନ-ଓଡ଼ିଶା ଜୁଏଲ ଓରାମ-ଓଡ଼ିଶା ଅଶ୍ୱିନୀ ବୈଷ୍ଣବ-ଓଡ଼ିଶା</h3> <h3></h3>