ନିମାପଡ଼ା : ନିମାପଡ଼ା ବାବା ବାଲିକପିଳେଶ୍ୱର ହେଉଛନ୍ତି ପ୍ରତେକ୍ଷ୍ୟ ଠାକୁର ତାଙ୍କ ନାମ ଧରି ପାଦୁକ ପାଇଲେ ଯୋଡି ହେଇଯାଉଛି ଭଙ୍ଗା ହାଡ । ହଁ ଆଞା ଯେଉଁଠି ମେଡିକାଲ ସାଇନ୍ସ ଫେଲ ମାରୁଛି ସେହି ରୋଗୀ ଏଠାରେ ଆରୋଗ୍ୟ ହେବା ଏବେ ଆଶ୍ଚର୍ୟ୍ୟ ପ୍ରକଟ କରୁଛି । ବାଲିକପିଳେଶ୍ୱର ଙ୍କର ହୁକୁମ ନିମାପଡ଼ା ଉପକଣ୍ଠ ରେ ଚାଲିଥିବା ବେଳେ ହଜାର ହଜାର ଭକ୍ତ ଙ୍କର ଏଠାରେ ସମାବେଶ ଘଟୁଛି। ଏପରି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କାନପୁର ନିକଟସ୍ଥ ଏକ ବାଲି ବନ୍ତ ରେ ଟ୍ଟ ହଜାର ହଜାର ବର୍ଷ ର କିମ୍ବଦନ୍ତୀ କହେ ପାତାଳ ଫୁଟି ଏକ ଶିବ ଲିଙ୍ଗ ବାହାରି ଥିଲେ ପୂଜକ ଙ୍କୁ ସ୍ୱପ୍ନାଦେଶ ହୋଇଥିଲା ବାଲି କପିଳେଶ୍ୱର ନାମରେ ପୂଜା ପାଇବେ। ବାଲି କପିଳେଶ୍ୱର ନାମରେ ଠାକୁର ପୂଜା ପାଉଥିବା ବେଳେ ଅସାଧ୍ୟ ରୋଗ ଭଲ ହେଉଛି କୌଣସି ମାନସିକ ଧାରୀ ଖାଲି ହାତରେ କେହି କେବେ ଫେରନ୍ତି ନାହିଁ ଠାକୁର ଙ୍କର ବାର ମାସ ରେ ତେର ପର୍ବ ଅନୁଷ୍ଠିତ ହୁଏ ମନ୍ଦିର ସାମ୍ନାରେ ଏକ ବିରାଟକାୟ ଵୃଷବ ରହିଥିବା ବେଳେ ଏହି ବାଲିକପିଳେଶ୍ୱର ବାଲୁ ଖଣ୍ଡ ଜଙ୍ଗଲ ଭିତରେ ପୂଜା ପାଉଛନ୍ତି । ନିମାପଡ଼ା ପାଞ୍ଚ ମାଣିଆ ଗ୍ରାମର ଏକ ବୃଦ୍ଧ ବେହେରା ଙ୍କୁ ସ୍ୱପ୍ନାଦେଶ ହେଲା ହୁକୁମ ଦେବା ପାଇଁ ସହ ସହ ବର୍ଷ ଧରି ପାଞ୍ଚ ମାଣିଆ ରେ ବାଲି କପିଳେଶ୍ୱର ଙ୍କର ହୁକୁମ ଚାଲିଛି ୨୧ ଦିନ ଠାକୁର ଙ୍କର ହୁକୁମ ନିଷ୍ଠାର ସହ ପାଳନ କଲେ ଭଙ୍ଗା ହାଡ ଯୋଡି ହେଇଯାଉଛି ଏହା ନିରାଟ ସତ୍ୟ ହୋଇଥିବା ବେଳେ ଯେଉଁଠି ଡାକ୍ତର ମାନେ ଫେଲ ମାରୁଛନ୍ତି ବାବା ବାଲିକପିଳେଶ୍ୱର ଙ୍କ ହୁକୁମ ଖାଇଲେ ଭଙ୍ଗା ହାଡ ଯୋଡି ହେଇଯାଉଛି ଲକ୍ଷ ଲକ୍ଷ ଭକ୍ତ ଙ୍କର ବାବା ବାଲି କପିଳେଶ୍ୱର ଙ୍କ ଉପରେ ଅଗାଧ ବିଶ୍ୱାସ ରହିଛି.. ଏହା ଆଶ୍ଚର୍ୟ୍ୟ ହେଲେ ମଧ୍ୟ ନିରାଟ ସତ୍ୟ ବାବା ଙ୍କ ଉପରେ ଲୋକ ମାନଙ୍କର ଅଗାଧ ବିଶ୍ୱାସ ରହିଛି