କୋରନା କଟକଣା ପାଇଁ ସରକାର୍ ବିଭିନ୍ନ ନୀୟମାବଳି ପ୍ରସ୍ତୁତ କରିଛି ଏବଂ କଡା ଫାଇନ ମଧ୍ୟ ସରକାର ଆଦାୟ କରୁଛି। କିନ୍ତୁ ଏଠାରେ ଏହାର ଆଇନ କାନୁନ୍ କୁ ସବୁ କୁ ଏବଂ କୋରନା କଟକଣା କୁ ଫୁ କରିଛି ପ୍ରଶାସନ।ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛିବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ୍ କାଳିକ ପଞ୍ଚାୟତ ର ହାତୀଗଡ ପ୍ରାଥମିକ ସରକାରି ବିଦ୍ୟାଳୟରେ। ଆଜି ସକାଳୁ ସକାଳୁ ଲୋକ ମାନେ ଆସି ଟୀକା ନେବା ପାଇଁ ପହଞ୍ଚି ଥିଲେ ଯେତେ ସମୟ ବଢୁଛି ସେତେ ଭିଡ଼ ବଢିବାର ଲାଗିଛି।। କିନ୍ତୁ ଏଠାରେ ଦେଖିବା ପାଇଁ ମିଳିଛି କୋରୋନା ଟୀକା ନେବା ବଦଳରେ କଟକଣା ବାଣ୍ଟିବାରେ ଲାଗିଛନ୍ତି। କିନ୍ତୁ ଏଠାରେ ପ୍ରଶାସନ ତରଫରୁ କୌଣସି ବ୍ୟବସ୍ଥା ହୋଇନାହିଁ। ଏ ବାବଦରେ ଟୀକା କରଣ ଦାୟିତ୍ୱରେ ଥିବା ଅଧିକାରୀ ଙ୍କୁ ପଚାରିବାରୁ କ୍ୟାମେରା ସାମ୍ନାରେ କିଛି କହିବା ପାଇଁ ମନା କରିଛନ୍ତି।ତେଣୁ ସଧାରଣ ରେ ଚର୍ଚ୍ଚା ହେଉଛି କି କୋରାନା ହୋଟସ୍ପଟ୍ ପାଲଟିବ କି ହାତୀଗଡ ସରକାରି ବିଦ୍ୟାଳୟଟୀକା କେନ୍ଦ୍ର।