ଭାଗବତ ଏ ଶବ୍ଦ ଟି ହିନ୍ଦୁ ଧର୍ମ ପାଇଁ ମହତ୍ ପୂର୍ଣ୍ଣ ଶବ୍ଦ ପ୍ରତିଟି ଓଡ଼ିଆଙ୍କ ପ୍ରାଣ ପିଣ୍ଡ ସଦୃଶ୍ୟ ହେଉଛି, ଭାଗବତ ଶାସ୍ତ୍ର ସଞ୍ଜ ହେଲେ ପ୍ରାଚୀନ କାଳରେ ଭାଗବତ ଟୁଙ୍ଗୀ ରେ ଶୁବୁଥିଲା ସେହି ନବାକ୍ଷରୀ ଛନ୍ଦ ର ଅମୃତଧର କିନ୍ତୁ ଆଜି ର ଆଧୁନିକ ଯୁଗରେ ଫିକା ଫିକା ହୋଇଯାଇଛି ,ସମ୍ପୂର୍ଣ ଅଞ୍ଚଳ ଆଉ ସୁବୁନୁ ସେହି ଭାଗବତ ବାଣୀ ହେଲେ ଦର୍ଶକ ବନ୍ଦୁ ଆଜି ବି ଅନେକେ ଅଞ୍ଚଳ ରହିଛି ଯେଉଁଠି ସେହି ଓଡିଆଙ୍କ ପ୍ରାଣ ପିଣ୍ଡ ଭାଗବତ ଚର୍ଚ୍ଚା କୁ ବଜାଇ ରଖିଛି। ଏ ହେଉଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତ ଅଧୀନ ବୁଦ୍ଧିସାହିଗ୍ରାମ ଯେଉଁଠି ଭାଗବତ ପାରାୟଣ ଜୀବିତ ରହିଛି, ମାର୍ଗଶିର ମାସରେ ଭାଗବତ ଗୁରୁଙ୍କୁ ନିଜ ଗ୍ରାମକୁ ନିମନ୍ତ୍ରଣ କରି ଏକ ସପ୍ତାହ ଭାଗବତ ପାରାୟଣ ଦେଖନ୍ତୁ ଏ ଦୃଶ୍ୟକୁ ଗ୍ରାମର ସମସ୍ତେ ଆଜି ଏକାକର ହରିନାମ ସଂକୀର୍ତ୍ତନ ପୁରା ଗ୍ରାମ ଆଜି ଉତ୍ସବ ମୁଖର ଶୀତୁଆ ସନ୍ଧ୍ୟାର ଆଶାର ଅନ୍ୟପଟେ ଭାଗବତ ପରାୟଣ ଛୋଟ ଟୁ ବୟସ୍କ ସମସ୍ତେ ଭାଗବତ ଶ୍ରବଣରେ ମସଗୁଲୁ ପାରାୟଣ ସରିବା ପର୍ଯ୍ୟନ୍ତ ଗ୍ରାମରେ ଆମିଷ ନିରାମିଷ ସବୁ ବନ୍ଦ କହିବାକୁ ଗଲେ ଏହି ଗ୍ରାମରେ ଗୋଟେ ତୀର୍ଥ ଠୁ ବି କମ୍ ନୁହେଁ ଆଜିର ଯୁବପିଢି ଆଧୁନିକ ସ୍ପର୍ଶ ରେ ନିଜକୁ ଡୁବେଇ ଦେଇଛନ୍ତି, କିନ୍ତୁ ବୁଦ୍ଧିସାହି ଗ୍ରାମର ବାଘଦଣ୍ଡା କ୍ଳବ ର ଯୁବପିଢି ପିଲାଙ୍କୁ ଦେଖିଲେ ସତେ ଲାଗୁଛି ସମସ୍ତେ ଧାର୍ମିକ ଚିନ୍ତାରେ ଅନଗ୍ରସର ସବୁ ଓଡ଼ିଆ ମହାମନ୍ତ୍ର ଓଡ଼ିଆ ଭାଗବତ ଅତିବଡ଼ି ଜଗନ୍ନାଥ ଙ୍କ ସେହି ଲେଖା ରେ ରହିଛି ଅନେକ ମୁଦ୍ର ଯାହାକୁ କେବେଳ ପାଠ ନୁହେଁ ଶ୍ରବଣ କଲେ ବି ମଣିଷ ଟି ମହାବନ୍ଦନା ରୁ ମୁକ୍ତି ପାଇବ, ଏହି କଥା ବହୁ ପୁରାତନ କାଳରୁ ରହି ଆସିଛି ଏହି ମହାନ୍ ପରମ୍ପପରା ବଜାଇ ରଖିବାରୁ ବୁଦ୍ଧିସାହି ଗ୍ରାମକୁ ବହୁତ ଧନ୍ୟବାଦ ମିଳିଛି। ଭାଗବତ ମଧ୍ୟାମରେ ସୁନ୍ଦର ପରିବାର ଗଠନ ସୁନ୍ଦର ସମାଜ ଗଠନ ଭାଇଚାରାର ସୁଷ୍ଟି ଅହିଂସା କୁ ପାଳନ ଭଳି ଅନେକ ପୌରାଣିକ ମତାମତ ରହିଛି। ଯାହାକୁ ଜ୍ଞାନଗୁରୁ ମାନେ ସ୍ରୋତମାନଙ୍କୁ ଭାଗବତ ପରାୟଣ ମାଧ୍ୟମରେ ଶୁଣାଇଥିଲେ, ସତରେ ଆମେ ସିନା ଆଧୁନିକ ସମାଜ ଗଠନରେ ଚାଲୁଛୁ କିନ୍ତୁ ହଁ ଆମେ ଭୁଲିଯାଇଛୁ ଭାଗବତର କଥା , ସେହି ପୌରାଣିକ ତଥ୍ୟ ସୁସ୍ଥ ସମାଜ ଗଠନରେ ଏକ ପ୍ରକାର ବ୍ରହ୍ମା ଅସ୍ତ୍ରା ସେଥିପାଇଁ ତ ଅନେକ ବିଦେଶୀ ଲୋକ ଆଜି ଆମ ଓଡିଆ ଭାଗବତ ପ୍ରତି ଲୁଚି ରଖି ପାଠ କରୁଛନ୍ତି।