ସ୍ଲୁଲରେ ଅଛି ସୁଇମିଙ୍ଗ ପୁଲ ,. ପାଠ ସହ ପିଲାମାନେ ନେବେ ସୁଇମିଙ୍ଗ ପୁଲର ମଜା ,., ହଁ ଆଞା ଆପଣ ଙ୍କୁ ଏ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇପାରେ ହେଲେ କଥା ଟି ଏକଦମ ସତ ,..
ସ୍କୁଲ ଆସିବା ପାଇଁ ପ୍ରଧାନଶିକ୍ଷକ ଙ୍କ ଆପଣାଇଛନ୍ତି ଏହି ନିଆର ଉପାୟ .., ଗରମ ଦାଉ ରୁ ରକ୍ଷା ପାଇଁ ବା ସହ ସ୍କୁଲରେ ପିଲାଙ୍କ ସଂପୁର୍ଣ୍ଣ ଉପସ୍ଥିତି ପାଇଁ ଏ ଭଲି ଉପାୟ ବାହାରକରିଛନ୍ତି ,.,. ପିଲାଙ୍କ ଆଗ୍ରହ ବଢାଇବା ପାଇଁ ସ୍କୁଲ ରେ ତିଆରି କରିଛନ୍ତି ସୁଇମିଙ୍ଗ ପୁଲ.
,.., ସ୍କୁଲର ଏକ କ୍ଲାସରୁମ ରେ ପାଣି ଭର୍ତ୍ତି କରି ପିଲାଙ୍କୁ ଖେଳିବା ପାଇଁ ଛଡାଯିବ ବୋଲି ସୂଚନା ଦିଆଯାଇଥିଲା ,.,. … ପିଲାମାନେ ଯେତେବେଳେ ଏକଥା ଶୁଣିଲେ ଯେ ସ୍କୁଲରେ ସୁଇମିଙ୍ଗ ପୁଲ ତିଆରି ହୋଇଛି ..,. ସେତେବେଳେ ପିଲାଙ୍କ ଖୁସି କହିଲେ ନସରେ ,.,.,
ପ୍ରବଳ ଗରମ ଯୋଗୁଁ ପିଲାମାନେ ସ୍ଲୁଲ ଆସୁନଥିଲେ.. ଏବେ ଦେଖିବାକୁ ମିଳିଛି ସ୍କୁଲରେ ପିଲାଙ୍କ ଗହଳି ଲାଗି ରହିଛି ତାସହ ସ୍ଲୁଲରେ ପିଲାଙ୍କ ଉପସ୍ଥିତି ରହୁଛନ୍ତି ଆଉ ବହୁତ ମଜା ବି କରିଛନ୍ତି .. । ଏହି ଘଟଣାଟି ହେଉଛି ଉତ୍ତରପ୍ରଦେଶ କନୌଜ ର ମହସୋନାପୁର ଗାଁ ର ପ୍ରାଥମିକ ସରକାରୀ ବିଦ୍ୟାଳୟ ରେ