ବିଂଝାରପୁର ବ୍ଲକ ଯାଜପୁର ଜିଲ୍ଲାର ଅରେଇଁ ପଞ୍ଚୟତର ଅରେଇଁ ଗ୍ରାମର ସରପଞ୍ଚଙ୍କ ସ୍ୱାମୀ ରାଧାକାନ୍ତ ନାୟକଙ୍କ ଜଣେ ହରିଜନ ମହିଳାଙ୍କୁ ଅସଦାଚରଣ କରିଥିବାର ଆସିଛି ଅଭିଯୋଗ କ୍ଷ ମହିଳା ଜଣଙ୍କ ଅଭିଯୋଗ ରେ କହିଛନ୍ତି ଯେ ତାଙ୍କୁ ସରପଞ୍ଚ ଙ୍କ ସ୍ୱାମୀ ସିଧାସଳଖ କହିଥିଲେ ଯେ ହରିଜନ ମାନେ ଆମକୁ ଭୋଟ ଦେଇନାହାନ୍ତି ଆମେ ତୁମ କଥା ବୁଝିପାରିବୁ ନାହିଁ ।
କ୍ଷସରପଂଚଙ୍କୁ ଅଭିଯୋଗ କଲେସରପଞ୍ଚ କୁହନ୍ତି ତୁମେ ମୋତେ ଭୋଟ ଦେଇନ ତୁମ କଥା ବୁଝି ପାରିବିନି କ୍ଷ ହରିଜନ ଲୋକ ମତେ ଭୋଟ ଦେଇନ ତେଣୁ କରି ଦୁର୍ବ୍ୟବହାର କରି ଦାଣ୍ଡରୁ ତଢିଦେଲେ କ୍ଷ ଶେଷରେ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କଲି କ୍ଷ ଆଇଆଇସିଙ୍କୁ ଠାରୁ ଆରମ୍ଭ କରି ଏସପି ଅଫିସ ଦୀର୍ଘ ତିନିମାସ ହେବ ବୁଲି ବୁଲି ନୟାନ୍ତ ହୋଇ ସାରିଲିଣି କ୍ଷ ନ୍ୟାୟ ନପାଇ ନିଜ ଜମି ହରାଇ ଅସହାୟ ଅବସ୍ଥାରେ ଦିନ ବିତାଉଛନ୍ତି କ୍ଷ ସରକାର ବଦଳିଲା ହେଲେ ଲୋକଙ୍କ ସମସ୍ୟାକୁ ପ୍ରଶାସକ ଅଧିକାରୀ ବଦଳିଲେ ନାହିଁ କ୍ଷ