କାଳବୈଶାଖୀ ବର୍ଷାରେ ବେହାଲ ଜଗସିଂହପୁର । ଜଗତସିଂହପୁର ଜିଲ୍ଲାର ପ୍ରାଚୀନ ଶକ୍ତିପୀଠ ଦେବୀ ମା ଶାରଳାଙ୍କ ମନ୍ଦିର ବେଢା ଭିତରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ପାଣି ବର୍ଷା ପାଣି ଦ୍ଵାର ଭକ୍ତ ନାହିଁ ନଥିବାର ଅସୁବିଧା ର ସମୁଖୀନ ହେଉଛନ୍ତି। ମା ଙ୍କୁ ଦର୍ଶନ କରିବା କୁ ଗଲା ବେଳେ ଆଣ୍ଠୁ ଏ ପାଣିରେ ପସିକି ଯିବାକୁ ପଡ଼ୁଛି। ସେତିକି ନୁହେଁ ମା ଙ୍କ ସେବାୟତ ପୁଜା ପଣ୍ଡାମାନେ ମନ୍ଦିର ଭିତର ବାହାରକୁ ଭିତରକୁ ଯିବା ଆସିବା ବହୁତ କଷ୍ଟକର ହେଉଛି। ଶାରଳା ମନ୍ଦିର ସୈନ୍ଦର୍ଯକରଣ କାର୍ଯ୍ୟ ଚାଲିଥିବା ବେଳେ ନଅ ମାସ ପଯ୍ୟନ୍ତେ ଧିମେଇ ଧିମେଇ ଚାଲିଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ରାଜ୍ୟ ସରକାର ତୁରନ୍ତ ଉନ୍ନତି କରଣ କରିଥିବା ସହିତ ଭକ୍ତ ଏବଂ ଶ୍ରଦ୍ଧାଳୁ ସମସ୍ୟା ସମାଧାନ କରିବ ସହ ସାଧାରଣତଃ ରେ ଦାବି ହେଉଛି।