ଲଷ୍ମୀ ମେଢ଼ରେ ପ୍ରସାଦ ବାଣ୍ଟିଲେ ପୂର୍ଵତନ ବିଧାୟକ. ସୋରଡ଼ା ଆଡପମଣ୍ଡପ ରେ ଗତ 16 ତାରିଖରୁ ଆରମ୍ଭ ହୋଇଥିବା ଲଷ୍ମୀମେଢ଼ ତଥା ସନ୍ଧ୍ୟା ଆଳତି ପାଇଁ ଭିଡ଼ ଜମୁଛି I ଗୁରୁବାର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ନଗରପାଳ ଶିବଶଙ୍କର ପଣ୍ଡା ଦର୍ଶନ ପାଇଁ ପହଂଚିଥିଲେ I ଉପସ୍ଥିତ ଭକ୍ତ ଙ୍କୁ କାନିକା ଭୋଗ ବଣ୍ଟନ କରିଥିଲେ I ଦୀର୍ଘ 32 ବର୍ଷ ପରେ ଏଠାରେ ଏହି ମେଢ଼ ହେଉଥିବାରୁ ପ୍ରତିଦିନ ବହୁ ସଂଖ୍ୟା ରେ ଭିଡ଼ ଦେଖିବାକୁ ମିଳିଛି I ଆଲୋକମାଳ ରେ ଉକ୍ତ ଅଞ୍ଚଳ ସଜା ଯାଇଥିବା ବେଳେ ସକାଳୁ ରାତି ଯାଏଁ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ଦେଖୁବାକୁ ମିଳିଛି।