ରାଜନଗର ବାଇପାସ ରାସ୍ତାରେ ଭୟଙ୍କର ସଡ଼କ ଦୁର୍ଘଟଣା। ମଟର ସାଇକେଲ ଆରହିଙ୍କ ପଛପଟୁ ଚଡିଗଲା ହାଇବା। ଘଟଣା ସ୍ଥଳରେ ମଟରସାଇକେଲ ଆରହି ମୃତୁ। ଆଜି ସକାଳ 11:30 ମିନିଟରେ ରାଜନଗର ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଜ୍ଞାନରଞ୍ଜନ ନାୟକଙ୍କ ପିତା ମାଗା ନାୟକ ନିଜ ଗାଁରୁ ରାଜନଗରକୁ ଆସୁଥିବା ସମୟରେ ଏକ ହାଇୱା ତାଙ୍କ ପଛ ପଟୁ ଦକ୍କା ଦେବାରୁ ଘଟଣା ସ୍ଥଳରେ ମାଗା ନାୟକଙ୍କ ମୃତ୍ୟୁ ଘଟିଛି.ଖବର ପାଇ ସ୍ଥାନୀୟ ରାଜନଗର ଥାନାର ପୋଲିସ ପହଞ୍ଚି ଛାନ ଭିନ କରୁଛନ୍ତି। ଅନ୍ନପଟେ ହାଇବା ଡ୍ରାଇଭର ଜଣକ ଧକ୍କା ଦେଇ ଫେରାର ହୋଇଯାଇଛି।ହାଇବା ଡ୍ରାଇଭର ଓ ମାଲିକଙ୍କୁ ଗିରଫ କରିବା ପାଇଁ ମୃତକଙ୍କ ପରିବାର ଓ ସ୍ଥାନୀୟ ଅଧିବାସୀ ମାନେ ରାଜନଗରର ମୁଖ୍ୟ ହଂସୁଆ ସେତୁ ଅବରଦ କରୁଛନ୍ତି।ଦାବି ପୂରଣ ହେଲେ ଅବରଧ ହଟିବ ବୋଲି ଜିଦ ଧରୁଛନ୍ତି।