ମାଳିକା ବର୍ଣ୍ଣିତ ପୀଠ ମା ବନଦୁର୍ଗାଙ୍କ ଠାରେ ପ୍ରଥମ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ପୁରୀ ଜିଲ୍ଲା ନିମାପଡ଼ା ବ୍ଳକ ଅନ୍ତର୍ଗତ ମାଳିକା ବର୍ଣ୍ଣିତ ପୀଠ ମା ବନଦୁର୍ଗାଙ୍କ ଠାରେ 108 କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଏହି କଳସ ଯାତ୍ରା ଚୈତ୍ର ମାସ ବାସନ୍ତୀ ପୂଜାଠାରୁ ଆରମ୍ଭ ହୋଇଥାଏ । । ଏହି କଳସ ଯାତ୍ରା ଦୂର ଦୁରାନ୍ତାରୁ ଭକ୍ତମାନେ ଆସି କଳସ ଯାତ୍ରା ରେ ସାମିଲ ହୋଇଥାନ୍ତି। ଏବଂ ଭକ୍ତମାନେ ମାନସିକ ଯାହା କରି କଳସ ଯାତ୍ରା କରନ୍ତି। ମାନିସକ ପୂରଣ ହୋଇଥାଏ। ଏହି ବାସନ୍ତୀ ଦୁର୍ଗାପୂଜା ଚାରିଦିନ ହୋଇଥାଏ। ଏବଂ ଦୁର୍ଗା ପୂଜାରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଅନେକ ସାଧୁସନ୍ଥ ଭକ୍ତମାନେ ଆସିଥାନ୍ତି।