ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୮.୦୨): ଦ୍ୱିପହର ଭୋଜନ ହେଉ ବା ରାତ୍ରୀ ଭୋଜନ ଖିର ସହ ଗୁଡ ଖାଇବାର ଅନେକ ଫାଇଦା ଗୁଡ଼ ଖାଇବା ମହୋଷଧି ପରି କାମ କରେ । ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ଗୁଡ଼ ଖାିବା ଉଚିତ୍ ।
ଖିରରେ ଚିନି ପରିବର୍ତ୍ତେ ଗୁଡ଼ ମିଶାଇ ପିଇଲେ ଏହା ଶକ୍ତିବଦ୍ଧକ ଭାବେ କାମ ଦେଇଥାଏ ।
ଉଷୁମ ଖିରରେ ଗୁଡ଼ ମିଶାଇ ପିଇଲେ ପ୍ରଦୂଷଣରୁ ରକ୍ଷା ମିଳିଥାଏ , ମଧୁମେହ ଓ ରକ୍ତଚାପ ଭଳି ରୋଗର ଆଶଙ୍କା ଦୂରେଇଥାଏ ।
ଛୋଟ ପିଲାଙ୍କୁ ଖିର ଗୁଡ଼ ମିଶାଇ ପିିଇବାକୁ ଦେଲେ ରୋଗପ୍ରତିରୋଧକ ଶକକକକକ୍ତି ବଢେ ।