<h3>କେନ୍ଦ୍ରାପଡ଼ା: ମା'ଙ୍କ ମନ୍ଦିରରେ ପଡିଲା ତାଲା | କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ୟ୍ୟ । ମା'ଙ୍କ ମନ୍ଦିରର ଟଙ୍କା ହରିଲୁଟ ହୋଇଥିବା ନେଇ ଅଭିଯୋଗ ଆଣିଲେ ଗାଁର କିଛି ଲୋକେ । ମନ୍ଦିରର ଉନ୍ନତିକରଣ ପାଇଁ 'ଆମ ଓଡିଶା,ନବୀନ ଓଡ଼ିଶା'ରେ ଆସିଥିବା ୩ ଲକ୍ଷ ଟଙ୍କା ଏହି ମନ୍ଦିରକୁ ମିଳିଲା | କିନ୍ତୁ ସେହି ଟଙ୍କାକୁ ମନ୍ଦିର କାର୍ୟ୍ୟରେ ନ ଲଗାଇ ସରପଞ୍ଚ ଏବଂ ସ୍ଥାନୀୟ ବିଜେଡି କର୍ମୀ ନିଜ ପକେଟକୁ ନେଇଥିବା କଥା ଅଭିଯୋଗ ହୋଇଛି । ତେବେ ଏହିଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଘମାରି ପଞ୍ଚାୟତ ରାଧାମାଳିପୁର ଠାରେ ।</h3>