ସୁବର୍ଣ୍ଣପୁର :- ସୋନପୁର ଜିଲ୍ଲା ସୋନପୁର ବ୍ଳକ ବିଶ୍ୱପ୍ରଭା ଡିଗ୍ରୀ ମହା ବିଦ୍ୟାଳୟର ବଇର ଖମନଠାରେ Arts ସ୍ମlତକଶେଷ ବର୍ଷ ର ଛାତ୍ରଛାତ୍ରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଛି l ପ୍ରଥମ ଦ୍ୱିତୀୟ ବର୍ଷର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏହି ଉତ୍ସବ ରେ ମହା ବିଦ୍ୟାଳୟ ର ଚେୟାରମ୍ୟାନ ବିଶ୍ୱ ରଞ୍ଜନ ଜେନା, ଅଧ୍ୟକ୍ଷ ଭୀମସେନ ସୁନା, ଇତିହାସ ଅଧ୍ୟାପକ ରମାକାନ୍ତ ସାହୁ, ଇଂରାଜୀ ଅଧ୍ୟାପକ ଅଜିତ ନାଗ, ରାଜନୀତି ବିଜ୍ଞାନ ଅଧ୍ୟାପକ ରାମଚନ୍ଦ୍ର ବେହେରା, ନାରାୟଣ ଠେଟୁଆଲ,ଓଡ଼ିଆ ଅଧ୍ୟାପିକା ଇନୁ ବାଘ, ଅର୍ଥଶାସ୍ତ୍ର ଅଧ୍ୟାପକ ସୁମିତ ତାଣ୍ଡି, ଓଡ଼ିଆ ଅଧ୍ୟାପିକା ମୁକ୍ତା ସୁନା, ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରି ଥିଲେ l କିରାଣୀ କର୍ମ ଚାରି କମ୍ପୁ ଟର ପ୍ରତ୍ୟୁଷ ପୁଟେଲ , ସନ୍ତୋଷ ବାରିକ ପ୍ରମୁଖ ଉପସ୍ଥିତ ଥିଲେ l ଉପସ୍ଥିତ ଛାତ୍ର ଛାତ୍ରୀ ବବଲୁ ମେହେର, ମିତା ମେହେର, ଫଗୁନି ପୋଢ଼ସମେତ.ମହା ବିଦ୍ୟାଳୟ ର ଉତ୍ତମ ଛାତ୍ର ଛାତ୍ରୀ ହିସାବରେ ଲିପ୍ସା ଚିର୍ଗୁଣି, ଆନନ୍ଦିନୀ ମହାନନ୍ଦ, ଶ୍ରୀତମ ସୁନା ମୋତି ଲାଲ ସୁନା କୁ କଲେଜ ତରଫରୁ ସମ୍ମାନିତ କରିଥିଲେ l ମହା ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଏଥିରେ ଯୋଗ ଦେଇ ଥିଲେ l ସଭା ଶେଷରେ ଅଧ୍ୟକ୍ଷ ଭୀମସେନ ସୁନା, ଧନ୍ୟବାଦ ଅର୍ପଣ କରିଥିଲେ l