ଝିଅ ବାର୍ଥରୁମ୍ରୁ ବାହାରିବା ପରେ ତା’ପରେ ତା’ହାତରେ ଫୋନ୍ ଦେଖି ବାପା ସଙ୍ଗେ ସଙ୍ଗେ ପଚାରିଲେ ….
ଯେତେବେଳ ଦେଖେ ଫୋନ୍ରେ ଲାଗି ରହୁଛୁ । ତୁ କେବେ ଫ୍ରି ରହୁଛୁ ?
ଝିଅ : ସରି ବାପା
ବାପା : ତୁ ଫ୍ରି ହେଲେ କ’ଣ କରୁଛୁ ?
ଝିଅ : ଫୋନ୍ ଚାର୍ଜ କରୁଛି ।
ବାପା : ତେବେ ଫ୍ରି କେବେ ରହୁଛୁ ?
ଝିଅ : ଯେବେ ଫୋନ୍ର ବ୍ୟାଟେରୀ ସରିଯାଏ, ସେବେ ମୁଁ ଫ୍ରି ରହେ ।