ରଥଯାତ୍ରା ପାଇଁ ବରଗଡରୁ ପୁରୀ ଯିବ ରଥ କାଠ l ଏଥି ପାଇଁ ବରଗଡ଼ରେ ପୁରୀ ମନ୍ଦିରର ୫ ଜଣିଆ ଟିମ୍ l ପଦ୍ମପୁର ଜଙ୍ଗଲରେ ସର୍ଭେ କରିବ ଟିମ୍ l ଟିମ୍ ସହ ବରଗଡ଼ ବରଗଡ଼ DFO ମଧ୍ୟ ରହିବେ ଉପସ୍ଥିତ l ଏନେଇ ପୁରୀ ମନ୍ଦିର ପ୍ରଶାସନ ପକ୍ଷରୁ DFO କରାଯାଇଛି ଚିଠି l ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୮୧୪ ଖଣ୍ଡ କାଠ ର ଆବଶ୍ୟକତା ରହିଛି l ହେଲେ ରଥର ଚକ ତିଆରି ପାଇଁ ୭୨ ଖଣ୍ଡ ଫାସୀ ଗଛର ଆବଶ୍ୟକ l ସେଥି ପାଇଁ ପଦ୍ମପୁର ଜଙ୍ଗଲରୁ ଏହି କାଠ ଯିବ ବୋଲି ସୂଚନା ଟିମର ସଦସ୍ୟ ସୁଦର୍ଶନ ମେକାପ l