ପ୍ରାରମ୍ଭିକ ଟ୍ରେଣ୍ଡରେ ଏନ୍ଡିଏ ଆଗରେ ରହିଛି। ସେହିପରି ଇଣ୍ଡିଆ ପଛରେ ରହିଛି. ଓ୍ୱାୟନାଡ ଓ ରାୟବରେଲିରେ ରାହୁଲ ଗାନ୍ଧି ଆଗୁଆ. ବାରାଣାସୀ ରୁ ନରେନ୍ଦ୍ର ମୋଦି ପଛୁଆ ରହିଛନ୍ତି । ଆନ୍ଧ୍ରପ୍ରଦେଶ ଲୋକସଭା ଓ ବିଧାନସଭା ତେଲୁଗ ଦେଶମ ପାର୍ଟି ଆଗରେ ରହିଛି . ପୁରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସୁନିଲ ମହାନ୍ତି ଆଗରେ ରହିଥିବାବେଳେ . ସତ୍ୟବାଦୀରେ ସଞ୍ଜୟ ଦାଶବର୍ମା ଏବଂ ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗରେ ରହିଛନ୍ତି . ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ ଆଗୁଆ ବିଜେପି ପ୍ରାର୍ଥୀ ବାବୁ ସିଂ ଆଗୁଆ ., ଖୋର୍ଦ୍ଧା ବିଧାନସଭାରେ ବିଜେପି ଆଗୁଆ ବିଜେଡି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଆଗୁଆ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାଏ ଆଗୁଆ ବଲାଙ୍ଗିର ବିଧାନସଭା ରେ ବିଜେପି ଆଗୁଆ କେନ୍ଦ୍ରାପଡା ଲୋକସଭା ଆସନରେ ବୈଜୟନ୍ତ ପଣ୍ଡା ଆଗୁଆ ଭୁବନେଶ୍ୱର ଏକାମ୍ରରେ ଅଶୋକ ପଣ୍ଡା ଆଗୁଆ କନ୍ଧମାଳରେ ଅଚୁ୍ୟତ ସାମନ୍ତ ପଛରେ ରହିଛନ୍ତି ବ୍ରଜରାଜନଗର ଅଳକା ମହାନ୍ତି ପଛୁଆ ଘସିପୁରା ରୁ ସ୍ୱାଧିନୀ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ ବିଜେଡିର ବଦ୍ରିନାରାୟଣ ପାତ୍ର ପଛୁଆ ବଲାଙ୍ଗିର ରୁ କନିକେଶ ସିଂହଦେଓ ଆଗୁଆ କଣ୍ଟାବଞ୍ଜିରୁ ନବୀନ ପଟ୍ଟନାୟକ ଆଗରେ ରହିଛନ୍ତି ଏହାରି ଭିତରେ ଓଡିଶା ବିଧାନସଭାରେ ବିଜେଡି ୨୯ କୁ ବିଜେପି ୨୯ ସିଟ୍ ହାତେଇପାରିଛି ।